ଉଇକିପିଡ଼ିଆ:ଚାଟସଭା
ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।
|
ଓଡ଼ିଆରେ ଟାଇପ କିପରି କରିବେ?

ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ
ଆଇକନ ଆସିବ
ସେଥିରୁ ଓଡ଼ିଆ ବାଛନ୍ତୁ
ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
ଏବେ ଟାଇପ କଲେ ଓଡ଼ିଆ ଆସିବ
କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା
ଏହି ଲିଙ୍କ
ରୁ ଦେଖନ୍ତୁ
କିପରି ଉଇକିପିଡ଼ିଆରେ ଲେଖିବେ?'
କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?
କଣ ଲେଖିବେ ନାହିଁ |
କଣ ଲେଖିବେ |
ଉପାଧୀବାଚକ
|
ଜଣାଶୁଣା ନାମ
|
ବିଶେଷଣ
|
ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ । |
ଲିଖନ ବିଷୟ
|
|

ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?
ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର
ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼ Cite ଉପରେ କ୍ଲିକ କରନ୍ତୁ
ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
ବଟନରେ କ୍ଲିକ କରି ଆଧାରଟି ସାଇତିବେ
ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?
୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । (ଉଦାହରଣ ଦେଖନ୍ତୁ, ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iram
ନ ଖୋଜି "Iram"
ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iran
ଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa
ଲେଖିବାରୁ pari
ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa"
ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଆଗକୁ କଣ କରିବେ, କଣ ଲେଖିବେ?
|
କିଛି ଦରକାରୀ ସାଧନ
ଆପଣ ଆମ ସହ ଯୋଗ ଦେଇ, ଓଡ଼ିଆ ଉଇକିପିଡ଼ିଆର ଦରକାରୀ ପ୍ରସଙ୍ଗ ତାଲିକା ରୁ ଗୋଟିଏ ନୂଆ ପ୍ରସଙ୍ଗ ଲେଖିବା ଆରମ୍ଭ କରିବେ କି?