କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search

'କଳାହାଣ୍ଡି' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ନୂଆପଡ଼ା
  2. ଖଡ଼ିଆଳ
  3. ଲାଞ୍ଜିଗଡ଼
  4. ଜୁନାଗଡ଼
  5. ଧର୍ମଗଡ଼
  6. ଭବାନୀପାଟଣା
  7. ନର୍ଲା

ସାଂସଦ[ସମ୍ପାଦନା]

  • ଭକ୍ତ ଚରଣ ଦାସ (ଭାରତୀୟ ଜାତୀୟ କଂଗ୍ରେସ)

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]