ଫନୀ ମହାନ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ଫନୀ ମହାନ୍ତି
ଜନ୍ମ ୨୫ ଜାନୁଆରୀ ୧୯୪୪ (1944-01-25) (୭୪ ବର୍ଷ)
ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା
ବୃତ୍ତି କବି
ଭାଷା ଓଡ଼ିଆ, ଇଂରାଜୀ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ସାହିତ୍ୟ କୃତିs ମୃଗୟା
ବିଶାଦଯୋଗ
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪)[୧] ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି ।[୨][୩] ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୪]

ରଚନାବଳୀ[ସମ୍ପାଦନା]

ଗତ ଚାରିଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।[୫]ତାଙ୍କ ପ୍ରମୁଖ ରଚନା ଗୁଡିକ ହେଲା

  • ଅହଲ୍ୟା, ୧୯୯୬
  • ମାୟାଦର୍ପଣ, ୧୯୯୨
  • ପ୍ରିୟତମା, ୧୯୯୧
  • ରୁଚିର ନାଗର, ୧୯୯୦
  • ସ୍ଵୟମ୍ବର, ୧୯୮୧
  • କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
  • ମାନଚିତ୍ର, ୧୯୭୩
  • ବିଶାଦଯୋଗ
  • ରୁନୁ ପାଇଁ କବିତା
  • ଲୋକଟିଏ
  • ଦିନେ ଦିନେ
  • ଅର୍ଦ୍ଧନାରୀଶ୍ଵର

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯[୬]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)[୭]

ଆଧାର[ସମ୍ପାଦନା]

  1. Kartik Chandra Dutt (୧୯୯୯). Who's who of Indian Writers, ୧୯୯୯: A-M. Sahitya Akademi. pp. ୭୮୬–. ISBN ୯୭୮-୮୧-୨୬୦-୦୮୭୩-୫. 
  2. K. M. George (୧୯୯୨). Modern Indian Literature, an Anthology. Sahitya Akademi. pp. ୩୧୬–. ISBN ୯୭୮-୮୧-୭୨୦୧-୩୨୪-୦. Retrieved ୧୨ September ୨୦୧୨. 
  3. S. N. Vikramraj Urs (୧୯୯୨). Commonwealth quarterly. S.N. Vikramraj Urs. Retrieved ୧୨ September ୨୦୧୨. 
  4. Editorial Board Pratiyogita Darpan (୧ September ୨୦୧୦). General Knowledge Digest. Upkar Prakashan. pp. ୧୫୮–. ISBN ୯୭୮-୮୧-୭୪୮୨-୦୯୪-୫. Retrieved ୧୨ September ୨୦୧୨. 
  5. Kanchan Chakraberti; Dinanath Pathy (୧୯୯୧). Tribal art, primitivism, and modern relevance. Working Artists Association of Orissa. Retrieved ୧୨ September ୨୦୧୨. 
  6. "AKADEMI AWARDS (1955-2016)". About Sahitya Akademi. Retrieved 23 December 2016. 
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 December 2016.