ବଲାଙ୍ଗୀର ଜିଲ୍ଲା

ଉଇକିପିଡ଼ିଆ ରୁ
Jump to navigation Jump to search
ବଲାଙ୍ଗିର ଜିଲ୍ଲା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°42′N 83°30′E / 20.7°N 83.5°E / 20.7; 83.5Coordinates: 20°42′N 83°30′E / 20.7°N 83.5°E / 20.7; 83.5
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକ ସଭା ବଲାଙ୍ଗିର
ଭାଷା ଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା ୫ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
Population (୨୦୧୧)
 • କ୍ରମାଙ୍କ ଓଡ଼ିଶାରେ ଦଶମ (୧୦/୩୦)
 • ଘନତା 251/km2 (Bad rounding here650/sq mi)
IST (+୫.୩୦)
ପିନ କୋଡ଼ ୭୬୭ xxx
ତାର (ଏସ୍.ଟି.ଡ଼ି) ୦୬୬୫୨
ଗାଡ଼ି ପଞ୍ଜିକରଣ OD-03
ଜିଲ୍ଲାପାଳ ଡା. ଏମ. ମୁଥୁକୁମାର
ୱେବସାଇଟ ମୁଖ୍ୟ ୱେବସାଇଟ

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହରସବୁ ହେଲେ ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ତୁଷରା, ଆଗଲପୁର, ଦେଓଗାଁ, ଚୁଡାପାଲି ।

ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨]

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ଟିଟିଲାଗଡ଼, ପାଟଣାଗଡ଼ ଓ କଣ୍ଟାବାଞ୍ଝି
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି[ସମ୍ପାଦନା]

ଲୋକ ସଭା[ସମ୍ପାଦନା]

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା[ସମ୍ପାଦନା]

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୬୬ ଲୋଇସିଂହା ଅନୁସୂଚିତ ଜାତି ଲୋଇସିଂହା, ଆଗଲପୁର, ପୁଇଁତଳା ରମାକାନ୍ତ ସେଠ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]