ବାଣପୁର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବାଣପୁର
ବିଜ୍ଞାପିତ ଅଞ୍ଚଳ ପରିଷଦ
ବାଣପୁର is located in ଓଡ଼ିଶା
ବାଣପୁର
ବାଣପୁର
ଓଡ଼ିଶାରେ ଅବସ୍ଥାନ
Coordinates: 19°46′41.13″N 85°10′30.05″E / 19.7780917°N 85.1750139°E / 19.7780917; 85.1750139Coordinates: 19°46′41.13″N 85°10′30.05″E / 19.7780917°N 85.1750139°E / 19.7780917; 85.1750139
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଖୋର୍ଦ୍ଧା
ଉନ୍ନୟନ ବ୍ଳକ ବ୍ଳକର ନାମ
ଭାଷା ଓଡ଼ିଆ, ଇଂରାଜୀ
IST (+୫.୩୦)
ପିନ କୋଡ଼ ୭୫୨ ୩୦୧ [୧]
Area code(s) +୦୬xxx
ଗାଡ଼ି ପଞ୍ଜିକରଣ OR/xx

ବାଣପୁର ହେଉଛି ଭାରତ ଅନ୍ତର୍ଗତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ, ସହର, ତହସିଲ(ତାଲୁକା) ଓ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ଭୂଗୋଳ[ସମ୍ପାଦନା]

ବାଣପୁର ଉତ୍ତରକୁ ୧୯.୭୮ ଡିଗ୍ରୀ ଏବଂ ପୂବ'କୁ ୮୫.୧୮ ଡିଗ୍ରୀ ଠୋର ଅବସ୍ଥିତ ।

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଏହା ଏକ ଶକ୍ତିପୀଠ ଓ ଭଗବତୀ ଦେଉଳ ପାଇଁ ପ୍ରସିଦ୍ଧ । ଏଠାକାର ବେତକାମ ଓଡ଼ିଶା ଓ ଓଡ଼ିଶା ବାହାରେ ଆଦୃତ ।

ଶିକ୍ଷା[ସମ୍ପାଦନା]

ଏଠାରେ ଜନ୍ମ ନେଇଥିବା କେତେଜଣ ମହାନ ବ୍ୟକ୍ତି ହେଲେ, କୃତିବାସ ପାଟ୍ଟଶାଣୀ, ପଣ୍ଡିତ ଗୋଦାବରୀଶ ମିଶ୍ର , ଗୋଦାବରୀଶ ମହାପାତ୍ର , କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ହରିଚନ୍ଦନ, ହରି ହର ରାମ ଆଦି ।


ଆଧାର[ସମ୍ପାଦନା]

  1. "PinCode: BANPUR, KHORDA, ORISSA, India, Pincode.net.in". pincode.net.in. 2012. Retrieved 22 June 2012. PinCode: 752031