ଶରତ କୁମାର ମହାନ୍ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶରତ କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ ୨୬ ଜାନୁଆରୀ ୧୯୩୮(1938-01-26)
ମୃତ୍ୟୁ ୧୮ ମାର୍ଚ୍ଚ ୨୦୦୬ (୬୮ ବର୍ଷ)
ଜାତୀୟତା ଭାରତୀୟ
ପ୍ରସିଦ୍ଧି ସାହିତ୍ୟିକ,ଅଧ୍ଯାପକ
ସନ୍ତାନ ମଧୁମିତା ମହାନ୍ତି
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

ନିଜ ସାହିତ୍ୟ ରଚନା ବାବଦରେ ଶରତ କୁମାର ଲେଖିଥିଲେ " ଯଦି କୌଣସି ବଡ଼ ମଣିଷ ମତେ ଉଦବୁଦ୍ଧ କରନ୍ତି, ଗୋଟିଏ ମହାନ ଚିନ୍ତା ପ୍ରଭାବିତ କରେ, ତେବେ ତାକୁ ବାଣ୍ଟିବା ପାଇଁ ମୁଁ କଲମ ଧରେ । ଲେଖିଦେଲେ, ମୋ ନିଜ ସନ୍ତୋଷ ବଢେ, ନିଜକୁ ଅଧିକ ପୂର୍ଣ୍ଣ କଲା ପରି ଲାଗେ । ଏହି କାରଣରୁ ଲେଖେ ।"

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ (ଗାନ୍ଧୀ ମଣିଷ ପୁସ୍ତକ ପାଇଁ)

ଆଧାର[ସମ୍ପାଦନା]