ଶାନ୍ତନୁ ମହାପାତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶାନ୍ତନୁ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ୬ ଜାନୁଆରୀ ୧୯୩୬(1936-01-06)
ବାରିପଦା, ଓଡ଼ିଶା
ଜାତୀୟତା  ଭାରତୀୟ
ପ୍ରସିଦ୍ଧି ଓଡ଼ିଆ ସଙ୍ଗୀତକାର
ହିନ୍ଦୁ ଧର୍ମ

ଶାନ୍ତନୁ ମହାପାତ୍ର (୦୬ ଜାନୁଆରୀ ୧୯୩୬) ଓଡ଼ିଶାର ବାରିପଦାଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର । [୧]

କଥାଚିତ୍ର ଜୀବନ[ସମ୍ପାଦନା]

୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ଶାନ୍ତନୁ, ମୋଟ ୨୦ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ ଭୂମିକା
ଚିଲିକା ତୀରେ ୧୯୭୭ ବିପ୍ଳବ ରାୟଚୌଧୁରୀ ସଙ୍ଗୀତକାର
ଅରୁନ୍ଧତୀ ୧୯୬୭ ପ୍ରଫୁଲ୍ଲ ସେନଗୁପ୍ତା ସଙ୍ଗୀତକାର
ସୂର୍ଯ୍ୟମୁଖୀ ୧୯୬୩ ପ୍ରଶାନ୍ତ ନନ୍ଦ ସଙ୍ଗୀତକାର

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]