ସମ୍ବଲପୁର
ସମ୍ବଲପୁର | |
---|---|
![]() ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ଵରୀ ମନ୍ଦିର.
|
|
ଅନ୍ୟନାମ: -ହସ୍ତତନ୍ତର ସହର- | |
ସମ୍ବଲପୁର, ଓଡ଼ିଶାରେ ଅବସ୍ଥିତ | |
Coordinates: 21°17′N 83°35′E / 21.28°N 83.58°ECoordinates: 21°17′N 83°35′E / 21.28°N 83.58°E | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
ଉଚ୍ଚତା | 135 m (443 ft) |
Population (2011) | |
• Total | ୨,୬୯,୫୭୫ |
ଭାଷା | |
• ସରକାରୀ | ଓଡ଼ିଆ |
ଆଇ.ଏସ୍.ଟି (UTC+୫.୩୦) | |
ପିନ କୋଡ଼ | ୭୬୮ ୦୦୧ |
ଦୁରଭାଷ କୋଡ | ୦୬୬୩ |
ଗାଡ଼ି ପଞ୍ଜିକରଣ | OD 15 |
ସାକ୍ଷରତା | ୮୫.୬୯% |
ୱେବସାଇଟ | sambalpur.nic.in |
ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ଏଠାରେ ସମଲେଶ୍ଵରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି ।ଏହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |
ବିଷୟସୂଚୀ
ଭୂଗୋଳ[ସମ୍ପାଦନା]
ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ |
ଇତିହାସ[ସମ୍ପାଦନା]
ପର୍ଯ୍ୟଟନ ଓ କଳା[ସମ୍ପାଦନା]
ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ବକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ସମ୍ବଲପୁର ବାବଦରେ ମାଧ୍ୟମ ରହିଛି । |
Travel information related to Sambalpur at Wikivoyage
![]() |
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |