ସ୍ଵିଡେନ

ଉଇକିପିଡ଼ିଆ ରୁ
Jump to navigation Jump to search
Great coat of arms of Sweden.svg
ସ୍ଵିଡେନ ପତାକା
ସ୍ଵିଡେନ ଅବସ୍ଥିତି

ସ୍ଵିଡେନ ଉତ୍ତର ଇଉରୋପରେ ଥିବା ଏକ ଦେଶ। ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର ଅଟେ | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍‍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି । ଦକ୍ଷିଣ ଦିଗରେ ଡେନ୍‍ମାର୍କ ଦେଶ ଅଛି । ଜାନୁୟାରୀ ୨୦୧୬ ତଥ୍ୟ ଅନୁଯାୟୀ ଏହାର ଜନସଂଖ୍ୟା ହେଉଛି ୯.୯ ନିୟୁତ ବା ୯୯ ଲକ୍ଷ [୧] । ସ୍ଟକହୋମ୍‍ ଏହାର ରାଜଧାନୀ ଅଟେ ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ସ୍ଵିଡେନ ଏକ ସମ୍ବିଧାନିକ ରାଜତନ୍ତ୍ର| ଏହାର ସନ୍ସଦକୁ ରିକସ୍ଦଗ୍ (riksdag) କୁହନ୍ତି| ସ୍ଵିଡେନର ସମ୍ବିଧାନରେ ଚାରିଟି ମୁଳ ନ୍ୟାୟ ନାଗରିକ ମାନଙ୍କୁ ମିଳିଥାୟେ| ରାଜା କାର୍ଲ୍ ଗୁସ୍ତାଭ ଷୋଡଶ ଦେଶର ମୁଖ୍ୟ ଅଟନ୍ତି|

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://en.bywiki.com/wiki/Sweden. Retrieved 20 November 2016.  Missing or empty |title= (help)